DAILY

"Unlock the secrets of the stars: Astrology, your cosmic compass... !"

Join  YOU TUBE                              Courses

~FOR ONLINE

Call Us : +91-8249092988, 7978588178

WWW.SANISCHAR.IN

E-mail : jitunana90@gmail.com

DAILY HOROSCOPE

DAILY HOROSCOPE DATE : 12-12-2023

🔱🔆🔆🏹🔆🔆🔱

🔱🔆🔆🏹🔆🔆🔱

 www.sanischar.in

🔱🔆🔆🏹🔆🔆🔱

🔱🔆🔆🏹🔆🔆🔱

🔱🔆🔆🏹🔆🔆🔱

🔱🔆🔆🏹🔆🔆🔱

🌼ଆଜିର ରାଶିଫଳ🌼

👉ଅଦ୍ୟ ଡିସେମ୍ବର ମାସ ୧୬ ତାରିଖ ୨୦୨୩ ମସିହା ଶନିବାର

🔱🔆🔆🏹🔆🔆🔱

👉ସିଂହ ରାଶିର ଘାତଚନ୍ଦ୍ର

 👉ବୃଷ,ସିଂହ ଓ କନ୍ୟା ଘାତବାର

🔱🔆🔆🏹🔆🔆🔱

👉କାଳବେଳା - ଦିବା ଘ୦୭/୩୮  ମଧ୍ୟେ ଓ ଦିବା ଘ୦୩/୪୫ ଗତେ ଘ୦୫/୦୬ ମଧ୍ୟେ

👉ବାରବେଳା - ଦିବା ଘ୦୧/୦୦ ଗତେ ଘ୦୨/୦୦ ମଧ୍ୟେ

👉କାଳବେଳା - ଦିବା ଘ୦୭/୩୮  ମଧ୍ୟେ ଓ ଦିବା ଘ୦୩/୪୫ ଗତେ ଘ୦୫/୦୬ ମଧ୍ୟେ

👉ବାରବେଳା - ଦିବା ଘ୦୧/୦୦ ଗତେ ଘ୦୨/୦୦ ମଧ୍ୟେ

🔱🔆🔆🏹🔆🔆🔱

🔱🔆🔆🏹🔆🔆🔱

👉ବିଶୁଦ୍ଧ ଅମୃତ ବେଳ। - ଦିବା ଘ୦୭/୫୩ ଗତେ ଘ ୧୦/୨୦ ମଧ୍ୟେ ଓ ଘ୧୨/୪୦ ଗତେ ଘ ୦୧/୦୦ ମଧ୍ୟେ

👉ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ରାତ୍ରି ଘ୦୧/୫୩ ଗତେ ଘ ୦୨/୪୨ ମଧ୍ୟେ

🔱🔆🔆🏹🔆🔆🔱

 www.sanischar.in

🔱🔆🔆🏹🔆🔆🔱

🐏ମେଷ🌼👉ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।

🔱🔆🔆🏹🔆🔆🔱

 www.sanischar.in

🔱🔆🔆🏹🔆🔆🔱

🐂ବୃଷ🌼👉ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।

🔱🔆🔆🏹🔆🔆🔱

 www.sanischar.in

🔱🔆🔆🏹🔆🔆🔱

👩‍👩‍👦ମିଥୁନ🌼👉ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ

🔱🔆🔆🏹🔆🔆🔱

 www.sanischar.in

🔱🔆🔆🏹🔆🔆🔱

🦀କର୍କଟ🌼👉ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।

🔱🔆🔆🏹🔆🔆🔱

 www.sanischar.in

🔱🔆🔆🏹🔆🔆🔱

🦁ସିଂହ 🌼👉ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।

🔱🔆🔆🏹🔆🔆🔱

 www.sanischar.in

🔱🔆🔆🏹🔆🔆🔱

💃କନ୍ୟା 🌼👉 ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।

🔱🔆🔆🏹🔆🔆🔱

 www.sanischar.in

🔱🔆🔆🏹🔆🔆🔱

⚖️ତୁଳା🌼👉ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ  ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।

🔱🔆🔆🏹🔆🔆🔱

 www.sanischar.in

🔱🔆🔆🏹🔆🔆🔱

🦂ବିଛା🌼👉ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।

🔱🔆🔆🏹🔆🔆🔱

 www.sanischar.in

🔱🔆🔆🏹🔆🔆🔱

🏹ଧନୁ🌼👉ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।

🔱🔆🔆🏹🔆🔆🔱

 www.sanischar.in

🔱🔆🔆🏹🔆🔆🔱

🐊ମକର 🌼👉ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।

🔱🔆🔆🏹🔆🔆🔱

 www.sanischar.in

🔱🔆🔆🏹🔆🔆🔱

🏺କୁମ୍ଭ🌼👉ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।

🔱🔆🔆🏹🔆🔆🔱

 www.sanischar.in

🔱🔆🔆🏹🔆🔆🔱

🦈ମୀନ🌼👉ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।

🔱🔆🔆🏹🔆🔆🔱

 www.sanischar.in

🔱🔆🔆🏹🔆🔆🔱

About Us

Our Features

Teaching method  Design

----------------------------------------------------

ONLINE ASTRO CLASSES

----------------------------------------------------Best Material Quality

----------------------------------------------------

Extra curricular Activity

----------------------------------------------------

Library Books

----------------------------------------------------

 

Get In Touch

Astrologer : Mr.Subhrakanta nayak

 

Astrologer & vastubit : Mr. Sarat Kumar Nayak

 

At: Gopinath Pur. Post: Dorad.

PS: Athagarh. Dist: Cuttack.

State: Odisha. Country: India

Pin: 754029

 

Mobile / whatsapp :+91 8249092988

 

Mobile :+91 8270872956 (Vastubit Specialist & Astrologer)

 

Email : Jitunana90@gmail.com

 

Work for better

Astrology is a belief system that suggests a connection between celestial events and human affairs. While its scientific validity is widely debated, astrology has been practiced for centuries and offers various services and tools.

Astrologer Lt  Sarat Kumar Nayak

© Copyrights 2023-24 sanischar.in,  All Rights Reserved II Design by